ବିଜେପି ସହ ସମ୍ପର୍କ ସନ୍ଦେହରେ ଗୁରୁ-ଶିଷ୍ୟ ମଧ୍ୟରେ ଫାଟ !

80 ବର୍ଷ ବୟସରେ ଗୁରୁ ଚ୍ୟାଉ ବାବୁ ନେଇଗଲେ ବ୍ରହ୍ମପୁର ବିଧାନସଭା ଟିକେଟ୍, ଚାହିଁ ରହିଗଲେ ଶିଷ୍ୟ ସୁବାସ ।

Manoj Swain
  • Published: Thursday, 11 April 2024
  • Updated: 11 April 2024, 05:19 PM IST

Sports

Latest News

ଏକା ଏକା ବୁଲୁଛନ୍ତି ଗୁରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପାଖ ମାଡୁନାହାଁନ୍ତି ଶିଷ୍ୟ ସୁବାସ ମହାରଣା । ଟିକେଟ୍ ପାଇବା ପରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ବିରାଟ ଫାଟ। ଗୁରୁଙ୍କ ସନ୍ଦେହ ଥିଲା ଶିଷ୍ୟ କୁଆଡ଼େ ମିଶିଛନ୍ତି ମନମୋହନ ସାମଲଙ୍କ ସହ ! ପୂର୍ବରୁ ଗୁରୁ ଦେଇଥିଲେ ଭରସା ତୁମକୁ ମିଳିବ ବିଧାୟକ ଟିକେଟ୍ । କହିଥିଲେ, ମୁଁ ରାଜ୍ୟସଭା ଗଲେ ତୁମ ପାଇଁ ବିଧାନସଭା କଥା କହିବି । ହେଲେ ଚ୍ୟାଉଙ୍କୁ ମିଳିଲାନି ରାଜ୍ୟସଭା, ମାଡ଼ିବସିଲେ ବ୍ରହ୍ମପୁର ବିଧାନସଭା ଟିକେଟ୍ । 80 ବର୍ଷ ବୟସରେ ଗୁରୁ ଚ୍ୟାଉ ବାବୁ ନେଇଗଲେ ଟିକେଟ୍, ଚାହିଁ ରହିଗଲେ ଶିଷ୍ୟ ସୁବାସ । ଦେଖନ୍ତୁ ପୂରା ରିପୋର୍ଟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos