ଏକା ଏକା ବୁଲୁଛନ୍ତି ଗୁରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପାଖ ମାଡୁନାହାଁନ୍ତି ଶିଷ୍ୟ ସୁବାସ ମହାରଣା । ଟିକେଟ୍ ପାଇବା ପରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ବିରାଟ ଫାଟ। ଗୁରୁଙ୍କ ସନ୍ଦେହ ଥିଲା ଶିଷ୍ୟ କୁଆଡ଼େ ମିଶିଛନ୍ତି ମନମୋହନ ସାମଲଙ୍କ ସହ ! ପୂର୍ବରୁ ଗୁରୁ ଦେଇଥିଲେ ଭରସା ତୁମକୁ ମିଳିବ ବିଧାୟକ ଟିକେଟ୍ । କହିଥିଲେ, ମୁଁ ରାଜ୍ୟସଭା ଗଲେ ତୁମ ପାଇଁ ବିଧାନସଭା କଥା କହିବି । ହେଲେ ଚ୍ୟାଉଙ୍କୁ ମିଳିଲାନି ରାଜ୍ୟସଭା, ମାଡ଼ିବସିଲେ ବ୍ରହ୍ମପୁର ବିଧାନସଭା ଟିକେଟ୍ । 80 ବର୍ଷ ବୟସରେ ଗୁରୁ ଚ୍ୟାଉ ବାବୁ ନେଇଗଲେ ଟିକେଟ୍, ଚାହିଁ ରହିଗଲେ ଶିଷ୍ୟ ସୁବାସ । ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।