Advertisment

ପ୍ରଦୀପଙ୍କୁ ସତ ଚେହେରା ଦେଖାଇଲେ ଚ୍ୟାଉବାବୁ

ପ୍ରଦୀପ ପାଣିଗ୍ରାହୀଙ୍କ ଆରୋପ ନେଇ ବିଜେଡି ନେତା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ପ୍ରତିକ୍ରିୟା। କହିଲେ, 'ତାଙ୍କୁ ନେବାକୁ ଚାହୁଁଥିବା ଦଳକୁ ଆମେ କେବଳ ସତର୍କ କରାଇଥିଲୁ। ସେ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ସତର୍କ କରିଥିଲୁ।’

author-image
Manoj Swain

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯେତେବେଳେ ମୌକା ପାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାଁନ୍ତି। କେତେବେଳେ କେଉଁ ପ୍ରସଙ୍ଗରେ ଘେରୁଛନ୍ତି ନବୀନ ଓ ବିଜେଡିକୁ। ଜନବିରୋଧୀ କାର୍ଯ୍ୟ ଯୋଗୁଁ ଦଳରୁ ତଡ଼ା ଖାଇବା ପରେ ପ୍ରଦୀପଙ୍କ ଏଭଳି ଆକ୍ରମଣ ଜାରି ରହିଛି। ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଆରୋପ ନେଇ ବିଜେଡି ନେତା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ପ୍ରତିକ୍ରିୟା। କହିଲେ, 'ତାଙ୍କୁ ନେବାକୁ ଚାହୁଁଥିବା ଦଳକୁ ଆମେ କେବଳ ସତର୍କ କରାଇଥିଲୁ। ସେ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ସତର୍କ କରିଥିଲୁ।’ ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ ।

Advertisment
BjD Pradeep Panigrahi Odisha