ଆଠଗଡ଼ରେ ମନ୍ତ୍ରୀ ରାଜା ସ୍ୱାଇଁ ନବୀନଙ୍କ କଥା କହି କାନ୍ଦି ପକାଇଲେ କଇଁ କଇଁ। କାନ୍ଦି କାନ୍ଦି କହିଲେ ନବୀନ ପଟ୍ଟନାୟକ ଆମ ପେଟକୁ ଚାହିଁଛନ୍ତି। ଲୋକଙ୍କ ଆଗରେ ବିଜେଡି ନେତା ରାଜା ସ୍ୱାଇଁଙ୍କ କାନ୍ଦକୁ ନେଇ ଅନେକ ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ।