Advertisment

ସମୀରଙ୍କୁ ଚେତାବନୀ ଦେଲେ ରାଜା ସ୍ୱାଇଁ !

ଟିକେଟ ନପାଇ ବିଦ୍ରୋହ କରୁଥିବା ସମୀର ଏବେ ଶାନ୍ତ । ସେପଟେ ରାଜା ସ୍ୱାଇଁ ସମୀରଙ୍କୁ ଇସାରା କରି କହିଛନ୍ତି ସମ୍ମାନର ଅର୍ଥ ନୁହେଁ ଦଳରେ ରହି ପଛପଟୁ ଛୁରୀ ଭୂଷିବା ।

ଅଦ୍ୟତନ ହୋଇଛି
Advertisment

ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରୋକ୍ଷ ଚେତାବନୀ । ସମୀର ଦଶଙ୍କ ଟିକେଟ କଟିବା ପରେ ନିମାପଡ଼ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନରେ ଦୁର୍ବଳତା, ଭାଷଣରେ ତେରେଛା ଆଟାକ୍ । ଶାଣିତ ସ୍ୱରରେ ସମୀରଙ୍କୁ ଚେତାବନୀ ଦେଇଛନ୍ତି । ଟିକେଟ ନପାଇ ବିଦ୍ରୋହ କରୁଥିବା ସମୀର ଏବେ ଶାନ୍ତ । ସେପଟେ ରାଜା ସ୍ୱାଇଁ ସମୀରଙ୍କୁ ଇସାରା କରି କହିଛନ୍ତି, ସମ୍ମାନର ଅର୍ଥ ନୁହେଁ ଦଳରେ ରହି ପଛପଟୁ ଛୁରୀ ଭୂଷିବା । ଯଦି ଏପରି ହୁଏ, ତେବେ ତାହାକୁ ବରଦାସ୍ତ କରାଯିବନି...। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe