ବିଜେଡି ଲୋକଙ୍କୁ ଧରି ପଶିଥିବା ଲୋକଙ୍କର କଟିବ | Odisha Reporter
ବିଧାନସଭାରେ ବିଧାୟକ ପଚାରିଲେ ପ୍ରଶ୍ନ, ମନ୍ତ୍ରୀ ଦେଲେ ରୋକଠୋକ ଉତ୍ତର । ବିଜେଡି ଲୋକଙ୍କୁ ଧରି ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟିବ । ଇନକମ୍ ଟ୍ୟାକ୍ସ ଦେଉଥିବା ଧନୀ ଲୋକଙ୍କ ନାଁ କଟିବ, ଗରିବ ଲୋକଙ୍କ ନାଁ ଯୋଡ଼ିବ । ତାଲିକାରୁ 16 ଲକ୍ଷରୁ ଅଧିକ ମୃତ ଲୋକଙ୍କ ନାଁ କଟିବ ଆଉ ଲାଗୁ ହେବ E-KYC । ବୟସ୍କ ହିତାଧିକାରୀଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା, ଘରେ ବସି ପାଇବେ ସୁବିଧା । ବିଧାୟିକା ପ୍ରମିଳା ମଲ୍ଲିକ କହିଲେ, ଭୂତ କାର୍ଡ କାଟନ୍ତୁ ଆମେ ସ୍ବାଗତ କରୁଛୁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
