Advertisment

ଧନୀ ଲୋକଙ୍କର କଟିବ ରାସନ କାର୍ଡ

'ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନକାର୍ଡ।'

Advertisment

ବିଧାନସଭାରେ ବିଧାୟକ ପଚାରିଲେ ପ୍ରଶ୍ନ, ମନ୍ତ୍ରୀ ଦେଲେ ରୋକଠୋକ ଉତ୍ତର । ବିଜେଡି ଲୋକଙ୍କୁ ଧରି ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟିବ । ଇନକମ୍ ଟ୍ୟାକ୍ସ ଦେଉଥିବା ଧନୀ ଲୋକଙ୍କ ନାଁ କଟିବ, ଗରିବ ଲୋକଙ୍କ ନାଁ ଯୋଡ଼ିବ । ତାଲିକାରୁ 16 ଲକ୍ଷରୁ ଅଧିକ ମୃତ ଲୋକଙ୍କ ନାଁ କଟିବ ଆଉ ଲାଗୁ ହେବ E-KYC । ବୟସ୍କ ହିତାଧିକାରୀଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା, ଘରେ ବସି ପାଇବେ ସୁବିଧା । ବିଧାୟିକା ପ୍ରମିଳା ମଲ୍ଲିକ କହିଲେ, ଭୂତ କାର୍ଡ କାଟନ୍ତୁ ଆମେ ସ୍ବାଗତ କରୁଛୁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ration Card
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe