‘ରତ୍ନଭଣ଼୍ଡାରରେ ଗଡ଼ବଡ଼ି କରିଥିଲେ, ଦଣ୍ଡିତ କରିବୁ’ | Odisha Reporter
ଖୁବ ଶୀଘ୍ର ରତ୍ନଭଣ୍ଡାର ଖୋଲିବ, ଗଣତି ହେବ: ମୁଖ୍ୟମନ୍ତ୍ରୀ
ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥାଏ, ଦୋଷୀକୁ ଦଣ୍ଡ ବିଧାନ କରାଯିବ ବୋଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
‘ରତ୍ନଭଣ଼୍ଡାରରେ ଗଡ଼ବଡ଼ି କରିଥିଲେ, ଦଣ୍ଡିତ କରିବୁ’ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
