Advertisment

ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ବର୍ଷିଲେ ସୌମ୍ୟରଞ୍ଜନ

ନିଜ ଖବରକାଗଜରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ରେଭେନ୍ସା ସଂପର୍କିତ ସମ୍ପାଦକୀୟକୁ ନେଇ ସୋଶାଲ ମିଡିଆରେ ଚାଲିଛି କଡା ବିରୋଧ।

author-image
Manoj Swain

ଥମୁନି ଚର୍ଚ୍ଚା, ସରୁନି ବିତର୍କ। ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ କଟକର ବିଜେପି ସାଂସଦ ଭର୍ତ୍ତୃହରି ନିଜ ସମ୍ପାଦକୀୟ ଲେଖିବା ପରେ ରେଭେନ୍ସାଭିଆନଙ୍କ ମନରେ ଏହା ଯେମିତି ନିଆଁ ଲଗାଇଛି। ନିଜ ଖବରକାଗଜରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ରେଭେନ୍ସା ସଂପର୍କିତ ସମ୍ପାଦକୀୟକୁ ନେଇ ସୋଶାଲ ମିଡିଆରେ ଚାଲିଛି କଡା ବିରୋଧ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ravenshaw University