Advertisment

ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ବର୍ଷିଲେ ସୌମ୍ୟରଞ୍ଜନ

ନିଜ ଖବରକାଗଜରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ରେଭେନ୍ସା ସଂପର୍କିତ ସମ୍ପାଦକୀୟକୁ ନେଇ ସୋଶାଲ ମିଡିଆରେ ଚାଲିଛି କଡା ବିରୋଧ।

Advertisment

ଥମୁନି ଚର୍ଚ୍ଚା, ସରୁନି ବିତର୍କ। ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ କଟକର ବିଜେପି ସାଂସଦ ଭର୍ତ୍ତୃହରି ନିଜ ସମ୍ପାଦକୀୟ ଲେଖିବା ପରେ ରେଭେନ୍ସାଭିଆନଙ୍କ ମନରେ ଏହା ଯେମିତି ନିଆଁ ଲଗାଇଛି। ନିଜ ଖବରକାଗଜରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ରେଭେନ୍ସା ସଂପର୍କିତ ସମ୍ପାଦକୀୟକୁ ନେଇ ସୋଶାଲ ମିଡିଆରେ ଚାଲିଛି କଡା ବିରୋଧ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ravenshaw University Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe