ବିଧାନସଭାରେ ରେଭେନ୍ସା ଝଡ || Ravenshaw Name Change Row || Odisha Assembly || Odisha Reporter
Advertisment
ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ବଦଳିବା ନେଇ ଚାଲିଛି ଗରମାଗରମ ବିତର୍କ। ବିଧାନସଭା ବି ଏଥିରୁ ବାଦ ପଡିବ କିପରି ? ଗୃହରେ ଏ ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇ ବିଜେଡି ବିଧାୟକ ସିଧା ନାମ ପରିବର୍ତ୍ତନକୁ ବିରୋଧ କରିଛନ୍ତି। ବିଜେଡି ବିଧାୟକ ବ୍ୟମୋକେଶ ରାୟ କହିଛନ୍ତି, ମୁଁ ରେଭେନ୍ସା ଭିଆନ ଏହି ପ୍ରସଙ୍ଗ କୁ ଗୃହରେ ଉଠାଉଛି । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ ୧୫୬ ବର୍ଷ ର ଏକ ମାଇଲ ଖୁଣ୍ଟ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us