ଚାହୁଁଥିଲା ବିଜେପି ଡେଇଁପଡ଼ିଲେ ନବୀନ ! | Odisha Reporter
ରାଜ୍ୟର ଅନ୍ୟତମ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍ସାର ନାଁ ବଦଳାଯିବା ଦରକାର କି ନାହିଁ ତାର ବିତର୍କ ହେବା ଦରକାର। ଏ କଥା କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ତାପରେ ରାଜ୍ୟରେ ଏବେ ନା ବଦଳାକୁ ନେଇ ବିତର୍କ ଚାଲିଛି । ବିତର୍କ ଟିକେ ଲିଭି ଆସିଲା ବେଳକୁ ଘିଅ ଢାଳି ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହାତାବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
