ବାହାରୁ ଆସି ନେଇଯିବେ ଭିତର ଲୋକ କଣ ଚାହିଁଥିବେ ? | Odisha Reporter
Advertisment
ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି। ନିର୍ବାଚନ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ ଭାବେ। ସାରା ରାଜ୍ୟରେ ଜଣେ ସ୍ବାଧୀନ ବିଧାୟକ ଭାବେ କମ୍ ପଇସାରେ ନିର୍ବାଚନ ଜିତିବା ନେଇ ଚହଳ ପଡିଯାଇଥିଲା। ଏବେ କିନ୍ତୁ ଢଳି ଯାଉଛନ୍ତି ବିଜେଡିକୁ। ସାମିଲ ହେଉଛନ୍ତି ବିଜେଡିର କାର୍ଯ୍ୟକ୍ରମରେ। ପ୍ରଶଂସା କରୁଛନ୍ତି ନବୀନଙ୍କୁ। ରାୟଗଡ଼ା ଟିକେଟ ଦୌଡ଼ରେ ଅନେକ ବିଜେଡି ନେତା ଥିବାବେଳେ ସେ ସମସ୍ତଙ୍କୁ ପଛରେ ପକାଇ ମକରନ୍ଦଙ୍କୁ କ’ଣ ପ୍ରାର୍ଥୀ କରିବ ଦଳ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us