ମଣିପୁର ନିଆଁର ମୁଖ୍ୟ କାରଣ | Manipur Incident Main Reason | Odisha Reporter
ମଣିପୁରରେ ଲାଗି ରହିଛି ହିଂସାକାଣ୍ଡ। ଗତ ଦୁଇ ମାସ ହେଲା ରାଜ୍ୟର ସ୍ଥିତି ସଙ୍ଗୀନ। ସମସ୍ତେ ଦେଖୁଛନ୍ତି। ସମସ୍ତେ ଜାଣୁଛନ୍ତି। କିନ୍ତୁ ଜାଣିଛନ୍ତି କି ଏ ଶାନ୍ତ ପାହାଡ଼ରେ କାହିଁକି ଅଶାନ୍ତର ରକ୍ତ ଛିଟା ପଡୁଛି? କାହିଁକି ହଠାତ୍ ଏ ରାଜ୍ୟରେ ନିଆଁ ଜଳୁଛି? କାହିଁକି ଏ ମଣିଷମାନେ ଆଜି ରକ୍ତମୁଖା ହୋଇଛନ୍ତି? ଦେଖନ୍ତୁ ସମ୍ପୂର୍ଣ୍ଣ ଏହି ଭିଡିଓ, ମଣିପୁର ନିଆଁର ମୁଖ୍ୟ କାରଣ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
