Advertisment

ବିଧାୟିକାଙ୍କୁ ବିଦା କରିବାକୁ ବିଜେଡିର ଶପଥ !

ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ବିରୋଧରେ ମେଳି ବାନ୍ଧିଲେଣି ବିଦ୍ରୋହୀ ଗୋଷ୍ଠୀ !

Advertisment

ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ଜୋରରେ ଶାସକ ଦଳର ଗୋଷ୍ଠୀ କନ୍ଦଳ ବଢୁଛି । ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ବିରୋଧରେ ମେଳି ବାନ୍ଧିଲେଣି ବିଦ୍ରୋହୀ ଗୋଷ୍ଠୀ । ଏଥର ନିର୍ବାଚନରେ ମଞ୍ଜୁଳା ଓ ତାଙ୍କ ପରିବାରକୁ ପ୍ରତ୍ୟାଖ୍ୟାନ କରିବାକୁ ଶପଥ ନେଇଛନ୍ତି ବିଧାୟିକା ବିଦ୍ରୋହୀ ଗୋଷ୍ଠୀ। ନୂତନ ବର୍ଷରେ ବନ୍ଧୁ ମିଳନ ଆଳରେ ଗୋଟିଏ ଗୋଷ୍ଠୀ ଖମ୍ବେଶ୍ବରୀ ମନ୍ଦିର ପାଖରେ ଏକାଠି ହୋଇ ବିଧାୟିକା ମଞ୍ଜୁଳା ସ୍ବାଇଁ ଓ ପୁଅ ନଚିକେତାଙ୍କ ବିରୋଧରେ ବର୍ଷିଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe