ସତସଙ୍ଗ ବିହାର ଓ ପଳାଶୁଣୀରେ ଦୁଇଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ଖୁବଶୀଘ୍ର: ଅପରାଜିତା

ଶ୍ରୀମତୀ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସତସଙ୍ଗ ବିହାରଠାରେ ଫୁଟଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଗଷ୍ଟ ପହିଲାରୁ ଆରମ୍ଭ ହେବ ଓ ହଂସପାଳଠାରେ ଫୁଟ୍ ଓଭରବ୍ରିଜ୍ କାର୍ଯ୍ୟ ଚଳିତବର୍ଷ ଡିସେମ୍ବର ୩୧ତାରିଖ ସୁଦ୍ଧା ଶେଷ ହେବ ।

BJP

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରିପୋର୍ଟ କାର୍ଡ

Ordigital Desk
  • Published: Friday, 14 July 2023
  • Updated: 14 July 2023, 10:52 PM IST

Sports

Latest News

ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସତସଙ୍ଗ ବିହାର ଓ ପଳାଶୁଣୀଠାରେ ଖୁବଶୀଘ୍ର ଦୁଇଟି ଫୁଟ ଓଭର ବ୍ରିଜ୍ ନିର୍ମାଣ କରାଯିବ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ନିଜର ରିପୋର୍ଟ କାର୍ଡ ଜାରି କରିବା ସହ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସେ କ’ଣ ସବୁ କାର୍ଯ୍ୟ କରିଛନ୍ତି ତା’ର ହିସାବ ଦେଇଛନ୍ତି ।

ଶ୍ରୀମତୀ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସତସଙ୍ଗ ବିହାରଠାରେ ଫୁଟଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଗଷ୍ଟ ପହିଲାରୁ ଆରମ୍ଭ ହେବ ଓ ହଂସପାଳଠାରେ ଫୁଟ୍ ଓଭରବ୍ରିଜ୍ କାର୍ଯ୍ୟ ଚଳିତବର୍ଷ ଡିସେମ୍ବର ୩୧ତାରିଖ ସୁଦ୍ଧା ଶେଷ ହେବ । ଯଦିଓ ସେ ସାଂସଦ ଭାବେ ନିର୍ବାଚିତ ହେବାର ପ୍ରଥମବର୍ଷ ହିଁ ପଳାଶୁଣୀଠାରେ ଫୁଟଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିଲେ କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବାରେ ବିଳମ୍ବ ହୋଇଛି । ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ କାର୍ଯ୍ୟକାଳରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ମୋଟ ୬୪୬୨.୭୯କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ କରାଇବାପରେ ସକ୍ଷମ ହୋଇଛନ୍ତି । ଏଥିରେ ୩୦ଟି ସ୍ଥାନରେ ଅଣ୍ଡରପାସ୍ ନିର୍ମାଣ, ୯ଟି ଫ୍ଲାଏଓଭର, ୪ଟି ଫୁଟ୍ ଓଭର ବ୍ରିଜ, କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍ ଓ ଖୋଦ୍ଧାଁ ଟାଉନ୍ ବାଇପାସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସାମିଲ ଅଛି । ଏସବୁ ପ୍ରକଳ୍ପର କାର୍ଯ୍ୟକୁ ସେ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି । ଯାହାଫଳରେ ଏହା ନିର୍ଦ୍ଧାରିତ ସମୟରେ ଶେଷ ହେବ ଓ ଗୁଣାତ୍ମକମାନର କାର୍ଯ୍ୟ ହୋଇପାରିବ ।

Also Read

ଏସବୁ ବ୍ୟତୀତ ବିଭିନ୍ନ ଅସୁବିଧାରେ ଥିବା ଲୋକମାନଙ୍କ ଅନୁରୋଧ ଆଧାରରେ ସେ ୮୨ଟି ଆବେଦନକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଇ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରାୟ ୨.୧୦କୋଟି ଟଙ୍କା ରିଲିଜ୍ କରାଇବାରେ ସଫଳ ହୋଇଛନ୍ତି । ଶ୍ରୀମତୀ ଷଡ଼ଙ୍ଗୀ ନିଜ କାର୍ଯ୍ୟର ହିସାବ ଦେବା ସହ ଲୋକଙ୍କ ଅଭିଯୋଗ ଶୁଣାଣି ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story