Advertisment

ରାଜସ୍ଥାନର ୨୧ ଆସନର ରେଜଲ୍ଟ ବାହାରିଲା, ଅନ୍ୟ ସିଟରେ ଗଣତି ଜାରି

ରେଜଲ୍ଟ ପ୍ରକାଶ ପାଇଥିବା ୨୧ ଟି ଆସନରୁ ବିଜେପି ୧୫ଟିରେ ଜିତିଥିବା ବେଳେ କଂଗ୍ରେସ ୫ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ବାଜିମାତ କରିଛନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

ସକାଳ ୮ଟାରୁ ରାଜସ୍ଥାନର ୧୯୯ ବିଧାନସଭା ଆସନରେ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୧ ଟି ଆସନରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇ ସାରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ରେଜଲ୍ଟ ପ୍ରକାଶ ପାଇଥିବା ୨୧ ଟି ଆସନରୁ ବିଜେପି ୧୫ଟିରେ ଜିତିଥିବା ବେଳେ କଂଗ୍ରେସ ୫ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ବାଜିମାତ କରିଛନ୍ତି। ଏହାବାଦ ବିଜେପି ଆଉ ୯୯ଟି ଆସନରେ ଲିଡ କରୁଥିବା ବେଳେ କଂଗ୍ରେସ ୬୬ ଓ ଅନ୍ୟାନ୍ୟ ଦଳ ୧୩ଟି ଆସନରେ ଆଗରେ ରହିଛନ୍ତି।

ରାଜସ୍ଥାନରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୦୦। ତେଣୁ ବିଜେପି ଏଠାରେ କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବ ବୋଲି ଏକ ପ୍ରକାରର ନିଶ୍ଚିତ ହୋଇଛି।

Advertisment
Election Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe