Advertisment

କେସିଆରଙ୍କୁ ପଛରେ ପକାଇଲେ ରେବନ୍ଥ

କେସିଆରଙ୍କୁ ପଛରେ ପକାଇବା ପରେ ତେଲଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେବନ୍ଥ ରେଡ୍ଡୀଙ୍କୁ ନେଇ ସବୁଠି ଚର୍ଚ୍ଚା।

author-image
Manoj Swain

କେସିଆରଙ୍କୁ ପଛରେ ପକାଇବା ପରେ ତେଲଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେବନ୍ଥ ରେଡ୍ଡୀଙ୍କୁ ନେଇ ସବୁଠି ଚର୍ଚ୍ଚା। ଦକ୍ଷିଣ ଭାରତର ଦ୍ୱିତୀୟ ରାଜ୍ୟ ଭାବେ ଶାସନ ଭାର ସମ୍ଭାଳିବାକୁ ଯାଉଛି କଂଗ୍ରେସ। ଯୁବ ଚେହେରା ଭାବେ ଲୋକପ୍ରିୟ କଂଗ୍ରେସ ନେତା ରେବନ୍ଥ ରେଡ୍ଡୀ କଂଗ୍ରେସ ପାଇଁ ଆଣି ଦେଇଛନ୍ତି ନୂଆ ଦିଗଦର୍ଶନ।

Advertisment
Election Results Congress Telengana