ମନ୍ତ୍ରୀଙ୍କୁ ଦେଖି ଥରିଲା ଗୋଡ଼-ହାତ | Odisha Reporter
Advertisment
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସର୍ପ୍ରାଇଜ୍ ଭିଜିଟ୍। ଅଚାନକ ସମ୍ୱଲପୁର ସଦର ତହସିଲରେ ପହଞ୍ଚିଲେ ରାଜସ୍ୱମନ୍ତ୍ରୀ। ଆଉ ତହସିଲରେ ଯାହା ଦେଖିଲେ, ତାହା ତାଙ୍କୁ ବିଚଳିତ କରିଥିଲା। ତହସିଲ୍ରେ ଅବ୍ୟବସ୍ଥା ବେଶୀ, ଅଭିଯୋଗ କମ୍ ଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ। ସବୁଠାରୁ ଦୁଃଖର ବିଷୟ ତହସିଲ୍ର ମୁଖିଆ ତହସିଲ୍ଦାରଙ୍କ ଚାମ୍ୱର ବର୍ଷ ବର୍ଷ ଧରି ଖୋଲୁନଥିଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us