Advertisment

ଚାଉଳ ଗିଳିବ ବିଜେଡି ଭୋଟ୍!

କେନ୍ଦ୍ର ସରାକାର ମାଗଣାରେ ଚାଉଳ ଦେବା ଆରମ୍ଭ କରିଛନ୍ତି। ଆଉ ଏହାକୁ ନେଇ ଟଣାଓଟରା ଦେଖିବାକୁ ମିଳିଛି। ଏଥିରୁ ବିଜେପି କାଳେ ମାଇଲେଜ୍ ନେଇଯିବ ତାକୁ ନେଇ ବିଚଳିତ ହୋଇପଡିଛି ବିଜୁ ଜନାତା ଦଳ। ଯେଉଁ ଚାଉଳ ଭୋଟକୁ ନେଇ ବିଜେଡି ନିର୍ବାଚନ ବୈତରଣୀକୁ ଅତି ସହଜରେ ପାର କରୁଥିଲା ଆଗକୁ ସେଥିରେ ବ୍ରେକ ଲାଗିବାର ସମ୍ଭାବନା ରହିଛି। କାହିଁକି ନାଁ ଏଥର ସିଧାସଳଖ ମାଗଣା ଚାଉଳ ଦେବେ କେନ୍ଦ୍ର ସରକାର।

author-image
Debendra Prusty

Bjp BjD Odisha Free Rice Scheme Free Rice