""ପାଣ୍ଡିଆନ ବାବୁଙ୍କ ଯୋଗୁ ମୋତେ ହତ୍ୟା କଲେ। କ"ଣ ପାଇଁ?" ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଏମିତି କିଛି ପ୍ରତିକ୍ରିୟା ରଖିଥିଲେ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। Advertisment "