Advertisment

ପଦ ପାଇ ରୋହିତ କୁତୁକୁତୁ !

ମନ୍ତ୍ରୀ ପାଇଁ ଅନଫିଟ୍ ହେଲେ ଜିଲ୍ଲା ସଭାପତି ପାଇଁ ଫିଟ୍ ।

Advertisment

ମନ୍ତ୍ରୀ ପାଇଁ ଅନଫିଟ୍ ହେଲେ ଜିଲ୍ଲା ସଭାପତି ପାଇଁ ଫିଟ୍। ସମ୍ବଲପୁର ଜିଳ୍ଲାରେ ଏକମାତ୍ର ମନ୍ତ୍ରୀ ଥିଲେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ। ହେଲେ ପ୍ରଦର୍ଶନ ଆଳରେ ତାଙ୍କୁ ନିଜ ଟିମରୁ ବିଦା କଲେ ବିଜେଡି ସୁପ୍ରିମୋ। ବିଜେଡି ଅପେକ୍ଷା ଜିଲ୍ଲାରେ ବିଜେପିର ଦବଦବା ଅଧିକ ରହୁଛି ତେଣୁ ଆଉ ରିସ୍କ ନନେଇ ଶେଷରେ ରୋହିତଙ୍କୁ ଜିଲ୍ଲା ସଭାପତି ପଦ ଧରାଇଛି ଦଳ।

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe