ମାଇଲେଜ ପାଇଁ ସରକାରଙ୍କ ସବୁ ଯୋଜନା | BJP Burns Odisha Government Bags | Odisha Reporter
ଲୋକେ ପୁରା ବୁଝିଲେଣି ଏଇଟା ଖାଲି ବ୍ୟାଗଟି ବୋଲି। ଆଉ ରାଗିଲେଣି କାହିଁକି ହଠାତ ବଣ୍ଟାଯାଉଛି ଖାଲି ବ୍ୟାଗ। ଲୋକଙ୍କ ମନରେ ଅନେକ ପ୍ରଶ୍ନ ବି ହେଲାଣି। ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଭିଜୁଆଲ କହୁଛି। କେନ୍ଦ୍ରୀୟ ଯୋଜନା ହାଇଜାକର ନୂଆ ଫର୍ମୁଲା। କେନ୍ଦ୍ରର ଚାଉଳ, ରାଜ୍ୟର ବ୍ୟାଗ୍। ବ୍ୟାଗ୍ ଉପରେ ଓଡ଼ିଶା ସରକାର ଆଉ 5Tର ଲୋଗୋ। ପୁଣି ଆମ ଓଡିଶା ନବୀନ ଓଡିଶାର ଚିହ୍ନ। ଯାହାକୁ ନେଇ ଏବେ ରାଜନୀତି ତେଜିଲାଣି। ବିଭିନ୍ନ ସ୍ଥାନରେ ଏହି ବ୍ୟାଗକୁ ପୋଡିଛି ବିଜେପି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
