Advertisment

ମାଇଲେଜ ପାଇଁ ସରକାରଙ୍କ ସବୁ ଯୋଜନା !

କେନ୍ଦ୍ରୀୟ ଯୋଜନା ହାଇଜାକର ନୂଆ ଫର୍ମୁଲା। କେନ୍ଦ୍ରର ଚାଉଳ, ରାଜ୍ୟର ବ୍ୟାଗ୍। ବ୍ୟାଗ୍ ଉପରେ ଓଡ଼ିଶା ସରକାର ଆଉ 5Tର ଲୋଗୋ।

Advertisment

ଲୋକେ ପୁରା ବୁଝିଲେଣି ଏଇଟା ଖାଲି ବ୍ୟାଗଟି ବୋଲି। ଆଉ ରାଗିଲେଣି କାହିଁକି ହଠାତ ବଣ୍ଟାଯାଉଛି ଖାଲି ବ୍ୟାଗ। ଲୋକଙ୍କ ମନରେ ଅନେକ ପ୍ରଶ୍ନ ବି ହେଲାଣି। ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଭିଜୁଆଲ କହୁଛି। କେନ୍ଦ୍ରୀୟ ଯୋଜନା ହାଇଜାକର ନୂଆ ଫର୍ମୁଲା। କେନ୍ଦ୍ରର ଚାଉଳ, ରାଜ୍ୟର ବ୍ୟାଗ୍। ବ୍ୟାଗ୍ ଉପରେ ଓଡ଼ିଶା ସରକାର ଆଉ 5Tର ଲୋଗୋ। ପୁଣି ଆମ ଓଡିଶା ନବୀନ ଓଡିଶାର ଚିହ୍ନ। ଯାହାକୁ ନେଇ ଏବେ ରାଜନୀତି ତେଜିଲାଣି। ବିଭିନ୍ନ ସ୍ଥାନରେ ଏହି ବ୍ୟାଗକୁ ପୋଡିଛି ବିଜେପି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Government BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe