ଟଙ୍କା ନେବେ ସରକାରର, କାମ କରିବେ ବିଜେଡିର | Odisha Reporter
ହାତରେ ଛୁଇଁ, ତୁଣ୍ଡରେ ଶପଥ । ସେବା ଦେବାର ବଜ୍ର ନିଷ୍ପତ୍ତି । ସେବା ସାଧରଣ ଲୋକଙ୍କୁ ନୁହେଁ, ବିଜୁ ଜନତା ଦଳକୁ । ସାଧାରଣ ଲୋକଙ୍କ ଟଙ୍କାରେ ମାସ ଶେଷକୁ ଦରମା ପାଉଛନ୍ତି । ସରକାରୀ ଯୋଜନା ପାଇଁ କାର୍ଯ୍ୟ କରୁଛି ମିଶନ୍ ଶକ୍ତି । କିନ୍ତୁ ବିଜେଡିର ଆନୁଗତ୍ୟ ହେବା ପାଇଁ ସମୂହ ଶପଥ ନେଉଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
