ହାତରେ ଛୁଇଁ, ତୁଣ୍ଡରେ ଶପଥ । ସେବା ଦେବାର ବଜ୍ର ନିଷ୍ପତ୍ତି । ସେବା ସାଧରଣ ଲୋକଙ୍କୁ ନୁହେଁ, ବିଜୁ ଜନତା ଦଳକୁ । ସାଧାରଣ ଲୋକଙ୍କ ଟଙ୍କାରେ ମାସ ଶେଷକୁ ଦରମା ପାଉଛନ୍ତି । ସରକାରୀ ଯୋଜନା ପାଇଁ କାର୍ଯ୍ୟ କରୁଛି ମିଶନ୍ ଶକ୍ତି । କିନ୍ତୁ ବିଜେଡିର ଆନୁଗତ୍ୟ ହେବା ପାଇଁ ସମୂହ ଶପଥ ନେଉଛନ୍ତି ।