2024 ପୂର୍ବରୁ ଠେଲା ପେଲା.. | Odisha Reporter
ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ? ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ? ଗତ ଉପ-ନିର୍ବାଚନରେ ବିଜେପିଠୁ ହାର୍ ସାମ୍ନା କରିଥିବା ବିଜେଡି, ଗଡ଼ ଜିତିବାକୁ ଏଥର ବଡ଼ ରଣନୀତି କରୁଛି। ପ୍ରାର୍ଥୀ କିଏ ହେବେ ଏଯାଏଁ ସସ୍ପେନ୍ସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
