ଋଷି ବାଣ୍ଟିଲେ ଟିକଟ,ଏଥର ନିଆଳୀରୁ ପ୍ରମୋଦ !

ବିଜେଡିରେ ପୁଣି ସାମ୍ନାକୁ ଆସିଲା ଦଳୀୟ କନ୍ଦଳ । ପ୍ରଥମେ କଟକ, ପରେ ପାରାଦୀପ ଆଉ ଏବେ ନିଆଳୀ। ଯୁଆଡେ ଯାଉଛନ୍ତି ସେଠି ବିବାଦୀୟ ବୟାନ ଦେଉଛନ୍ତି। ମନଇଚ୍ଛା ମନ୍ତବ୍ୟ ଦେଉଛନ୍ତି। ଫଳରେ ଦଳରେ ଏହା ବଡ ବିଭାଜନ ସୃଷ୍ଟି କରୁଥିବା ଦେଖାଗଲାଣି।

Manoj Swain
  • Published: Tuesday, 25 July 2023
  • Updated: 25 July 2023, 12:14 PM IST

Sports

Latest News

ବିଜେଡିରେ ପୁଣି ସାମ୍ନାକୁ ଆସିଲା ଦଳୀୟ କନ୍ଦଳ । ପ୍ରଥମେ କଟକ, ପରେ ପାରାଦୀପ ଆଉ ଏବେ ନିଆଳୀ। ଯୁଆଡେ ଯାଉଛନ୍ତି ସେଠି ବିବାଦୀୟ ବୟାନ ଦେଉଛନ୍ତି। ମନଇଚ୍ଛା ମନ୍ତବ୍ୟ ଦେଉଛନ୍ତି। ଫଳରେ ଦଳରେ ଏହା ବଡ ବିଭାଜନ ସୃଷ୍ଟି କରୁଥିବା ଦେଖାଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos