Advertisment

ଋଷି ବାଣ୍ଟିଲେ ଟିକଟ,ଏଥର ନିଆଳୀରୁ ପ୍ରମୋଦ !

ବିଜେଡିରେ ପୁଣି ସାମ୍ନାକୁ ଆସିଲା ଦଳୀୟ କନ୍ଦଳ । ପ୍ରଥମେ କଟକ, ପରେ ପାରାଦୀପ ଆଉ ଏବେ ନିଆଳୀ। ଯୁଆଡେ ଯାଉଛନ୍ତି ସେଠି ବିବାଦୀୟ ବୟାନ ଦେଉଛନ୍ତି। ମନଇଚ୍ଛା ମନ୍ତବ୍ୟ ଦେଉଛନ୍ତି। ଫଳରେ ଦଳରେ ଏହା ବଡ ବିଭାଜନ ସୃଷ୍ଟି କରୁଥିବା ଦେଖାଗଲାଣି।

ଅଦ୍ୟତନ ହୋଇଛି

Bjd Politics Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe