ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ ବଢ଼ିଲା, ସରପଞ୍ଚ ପାଇବେ ୧୦ ହଜାର

ରାଜ୍ୟ ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚଙ୍କ ଭତ୍ତା ବୃଦ୍ଧି ହୋଇଛି ।

Salary

Representational Image

Niharika Rout
  • Published: Tuesday, 12 March 2024
  • Updated: 12 March 2024, 01:23 PM IST

Sports

Latest News

ରାଜ୍ୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେଲା। ସେମାନଙ୍କୁ ବି ଖୁସି କରାଇଛନ୍ତି ରାଜ୍ୟ ସରକାର। ଶେଷରେ ସେମାନଙ୍କ ପାରିତୋଷିକ ଓ ଭତ୍ତା ବଢ଼ିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚଙ୍କ ଭତ୍ତା ବୃଦ୍ଧି ହୋଇଛି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସକୁ ପାଇବେ ୩୦ ହଜାର ଟଙ୍କା । ସେହିପରି ଜିଲ୍ଲା ପରିଷଦ ଉପସଭାପତି ମାସିକ ୨୦ ହଜାର ଟଙ୍କା, ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୧୦ ହଜାର ଟଙ୍କା ହୋଇଛି

ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ ହଜାର ଏବଂ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ପାଇବେ ୭ ହଜାର ୫୦୦ ଟଙ୍କା । ଆଗରୁ ସରପଞ୍ଚ ୨ ହଜାର ୩୫୦ ଟଙ୍କା ପାଉଥିବା ବେଳେ ଏବେ ପାଇବେ ମାସିକ ୧୦ ହଜାର ଟଙ୍କା । ସେହିପରି ନାଏବ ସରପଞ୍ଚ ପୂର୍ବରୁ ୯୪୦ ଟଙ୍କା ପାଉଥିବା ବେଳେ ଏଣିକି ପାଇବେ ୪ ହଜାର ଟଙ୍କା ।

Also Read

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ବେଶ୍‌ ଖୁସି ହୋଇପଡ଼ିଛି ରାଜ୍ୟ ସରପଞ୍ଚ ମହାସଂଘ ସଭାପତି । ଏନେଇ ସେ କହିଛନ୍ତି ରାଜ୍ୟ ସରପଞ୍ଚ ମହାସଂଘ ୧୫ ଦଫା ଦାବି ନେଇ ବହୁ ଦିନ ହେବ ଆନ୍ଦୋଳନ ଚଳାଇ ଆସିଥିଲା। ଏହାପରେ ଆଜି ମୁଖ୍ୟମନ୍ତ୍ରୀ ଆମ ପାରିତୋଷିକ ବଢ଼ାଇଛନ୍ତି। ଏଥିନିମନ୍ତେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story