Advertisment

ଚର୍ଚ୍ଚାରେ ବାପ ପରେ ପୁଅ

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପରେ ଚର୍ଚ୍ଚାରେ ପୁଅ ସେଜି ସିଂ ସାଲୁଜା। ଗତ ଜାନୁଆରୀ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ସରକାରୀ ଅନୁଦାନ କାଟିବାକୁ ନେଇ ଜିଲ୍ଲାପାଳ ଚଞ୍ଚଲ ରଣାଙ୍କ ସହ ସନ୍ତୋଷ ସିଂ ସାଲୁଜାଙ୍କ ତୁତୁ, ମେଁମେଁ। ହେଲେ ଏବେ ଏବେ କଣ୍ଟାବଞ୍ଜିର ଆଲିଶାନ ସିନେମା ହଲର ମାଲିକଙ୍କ ପୁଅ ସହ ସେଜି ସାଲୁଜାଙ୍କ ଗଣ୍ଡଗୋଳ ହୋଇଥିଲା। ଏ ସଂପର୍କରେ ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ସହ ସାଲୁଜାଙ୍କ ପୁଅ ଯୁକ୍ତିତର୍କର ଭିଡିଓ ଏବେ ଭାଇରାଲ। ଏ ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।

Congress Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe