Advertisment

ଜେଲ ଯିବେ ପାଣ୍ଡିଆନ: ଜୟନାରାୟଣ ମିଶ୍ର

ବିଜେପିର ବିପୁଳ ବିଜୟ ପରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରେସମିଟ୍।

author-image
Manoj Swain

ବିଜେପିର ବିପୁଳ ବିଜୟ ପରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରେସମିଟ୍। ପାଣ୍ଡିଆନ କୁଆଡ଼େ ଗଲେ ପ୍ରଶ୍ନରେ ପ୍ରତିକ୍ରିୟା ରଖିଲେ ଜୟନାରାୟଣ। କହିଲେ, ସେ ଜେଲ ଯିବେ। ଯେଉଁଠି ଥିଲେ ବି ତାଙ୍କୁ ପୁଲିସ ଖୋଜିବ। ସେ ଆହୁରି କହିଛନ୍ତି, ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ...

Advertisment
Jaynarayan Mishra Bjp Odisha