ଭୋଟରଙ୍କ ଘରେ ପଖାଳ ଖାଇ ମନ ଜିଣୁଛନ୍ତି ସମ୍ବିତ

ପୁରୀ(ଓଡ଼ିଶା ରିପୋର୍ଟର) – ନିର୍ବାଚନ ପୂର୍ବରୁ ପୁରୀ ଲୋକସଭା ଆସନକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା । ଆଲୋଚନା ହେଉଥିଲା ନରେନ୍ଦ୍ର ମୋଦି ଏଥର ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଛିଡା ହେବେ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପି ପ୍ରାର୍ଥୀ କଲା ରାଷ୍ଟ୍ରୀୟ ନେତା ଡାକ୍ତର ସମ୍ବିତ ପାତ୍ରଙ୍କୁ। ଆଉ ଏବେ ଚର୍ଚ୍ଚା ପୁରୀ ନିର୍ବାଚନ ପ୍ରଚାରକୁ ନେଇ। ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ […]

fff

fff

Minati Mishra
  • Published: Monday, 08 April 2019
  • Updated: 08 April 2019, 03:57 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର) - ନିର୍ବାଚନ ପୂର୍ବରୁ ପୁରୀ ଲୋକସଭା ଆସନକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା । ଆଲୋଚନା ହେଉଥିଲା ନରେନ୍ଦ୍ର ମୋଦି ଏଥର ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଛିଡା ହେବେ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପି ପ୍ରାର୍ଥୀ କଲା ରାଷ୍ଟ୍ରୀୟ ନେତା ଡାକ୍ତର ସମ୍ବିତ ପାତ୍ରଙ୍କୁ। ଆଉ ଏବେ ଚର୍ଚ୍ଚା ପୁରୀ ନିର୍ବାଚନ ପ୍ରଚାରକୁ ନେଇ। ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମଧ୍ୟରେ ଚାଲିଛି ଜୋରଦାର ଟକ୍କର।

ବିଜେଡି ପୁରୀ ଲୋକସଭା ଆସନରେ ଏଥର ପ୍ରାର୍ଥୀ ରିପିଟ୍‌ କରିଛି। ପୂର୍ବରୁ ୨ଥର ଜିତିଥିବା ସାଂସଦ ପିନାକୀ ମିଶ୍ରଙ୍କୁ ଏଠାର ପ୍ରାର୍ଥୀ କରାଇଛି। ପିନାକୀଙ୍କ ଟାର୍ଗେଟ ବିଜେପିର ସମ୍ବିତ ପାତ୍ର। ବିଜେପିର ଜାତୀୟ ସ୍ତରର ହେବିୱେଟ ନେତା ସମ୍ବିତଙ୍କ ନିଆରା ପ୍ରଚାର ଭୋଟରଙ୍କୁ ପ୍ରଭାବିତ କରୁ ନ କରୁ, ପିନାକୀ କିନ୍ତୁ ଭୟଭୀତ କରୁଛି । ତେବେ ସବୁଠାରୁ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟ ନାଏକ। ବରିଷ୍ଠ ସାମ୍ବାଦିକ ସତ୍ୟ ନାଏକଙ୍କ ଦମ୍‌ଦାର ଭାଷଣକୁ ନେଇ ଏଠି ଚର୍ଚ୍ଚା। ସେ ଏଠାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ହେବିୱେଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କର ନଜର।

ପୁରୀ, ବ୍ରହ୍ମଗିରି, ନୟାଗଡ, ଚିଲିକା, ରଣପୁର, ପିପିଲି ଓ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଗଠିତ ପୁରୀ ଲୋକସଭା ନିବାଚନ ମଣ୍ଡଳୀ। ୧୯୫୨ରେ ଏଠାରେ ପ୍ରଥମ ନିର୍ବାଚନ ହୋଇଥିଲା ଏବଂ ଏଥିରେ କଂଗ୍ରେସର ଲୋକନାଥ ମିଶ୍ର ଜିତିଥିଲେ।  ଏହା ପରଠାରୁ ୧୯୮୪ ପର୍ଯ୍ୟନ୍ତ ଏହି ଆସନ କଂଗ୍ରେସର ଗଡ ଭାବ ପରିଚିତ ଥିଲା। ୧୯୮୯ରୁ ୨୦୧୪ ମଧ୍ୟରେ ମାତ୍ର ଥରେ କଂଗ୍ରେସ ନିଜ କ୍ଷମତାକୁ ଫେରି ଆସିଥିଲା। ଏବେକାର ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୧୯୯୬ରେ କଂଗ୍ରେସ ଟିକଟରେ ଲଢି ଜିତିଥିଲେ।

ପରବର୍ତ୍ତୀ ୩ଟି ନିର୍ବାଚନରେ ଅବଶ୍ୟ ପିନାକୀ କଂଗ୍ରେସ ଟିକଟରେ ଲଢିଥିଲେ। ହେଲେ ଜିତି ପାରି ନ ଥିଲେ।  ୧୯୯୮ରୁ ଏହି ଆସନ ବିଜେଡି ଗଡ ଭାବେ ପରିଚିତ ହୋଇ ଆସିଛି। ବ୍ରଜ ତ୍ରିପ୍ରାଠୀ ୧୯୯୧ରେ ପ୍ରଥମେ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ତା ପରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଏହି ଆସନରୁ ଜିତିଥିଲେ।  ହେଲେ ପିନାକୀ ମିଶ୍ର କଂଗ୍ରେସ ଟିକଟରେ ଲଢି ବାରମ୍ବାର ହାରିବା ପରେ ୨୦୦୯ରେ ବିଜେଡିରେ ମିଶିଥିଲେ। ବିଜେଡି ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ପୁରୀ ଆସନକୁ ଦଖଲ କରିଥିଲେ।

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ପ୍ରାୟ ଅଢେଇ ଲକ୍ଷ ଭୋଟରେ କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତିଙ୍କୁ ହରାଇଥିଲେ। ପିନାକୀ ୫,୨୩୧୬୧ ଭୋଟ଼ ପାଇଥିବାବେଳେ କଂଗ୍ରେସର ସୁଚରିତା ମହାନ୍ତି ୨,୫୯,୮୦୦ ଭୋଟ ପାଇଦ୍ୱିତୀୟ ସ୍ଥାନରେ ଥିଲେ। ବିଜେପିର ଅଶୋକ ସାହୁ ୨,୧୫ ୭୬୩ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

ଏଥର କିନ୍ତୁ ସ୍ଥିତି ବଦଳି ଯାଇଛି। ୨୦୧୯ ନିର୍ବାଚନରେ ପିନାକୀଙ୍କ ପାଇଁ ଜିତିବା ଏତେ  ସହଜ ହେବନି । କାରଣ ଦୁଇଥର ଜିତିବା ପରେ ବି ଭୋଟରମାନେ କେବେ ପିନାକୀଙ୍କ ମୁହଁ ଦେଖି ନାହାନ୍ତି। ନା ତାଙ୍କୁ ଭୋଟ ପୂର୍ବରୁ ଦେଖିବାକୁ ମିଳେ, ନା ପରେ ! ଭୋଟର ସବୁଠାରୁ ବେଶି କ୍ଷୁବ୍ଧ ଯେ, ଜିତିବା ପରେ ସେ ନିର୍ବାଚନ ମଣ୍ଡଳୀକୁ ଆସିନ୍ତିନି କି ଜନତାଙ୍କ ଦୁଃଖ ଶୁଣନ୍ତିନି। ଭୋଟରଙ୍କ ଏଇ ଅସନ୍ତୋଷ ବୋଧହୁଏ ପିନାକୀ ଅନୁମାନ କରିପାରିଛନ୍ତି। ତେଣୁ ଆସନ ବଞ୍ଚାଇବା ଲାଗି ସେ  ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀ, ସତ୍ୟବାଦୀ ବିଧାନସଭା ଆସନର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ ସହ ବୁଝାମଣା କରୁଥିବା ଭିତିରି ସୂତ୍ରରୁ ଜାଣିବାକୁ ମିଳିଛି। ବିଦ୍ରୋହୀଙ୍କ ଭୋଟ ଯଦି ତାଙ୍କ ପକେଟରେ ପଡିଗଲା, ହୁଏତ ଜିତି ଯାଇ ପାରନ୍ତି !

ଅସନ୍ତୁଷ୍ଟ ଜନତା ବିଜେଡି ନେତା ପିନାକୀଙ୍କୁ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ବିଜେପି ପ୍ରାର୍ଥୀ ସମ୍ବିତଙ୍କ ନିଆରା ଢଙ୍ଗର ପ୍ରଚାର ସେମାନଙ୍କୁ ପ୍ରଭାବିତ କରୁଛି । ସମ୍ବିତ ପାତ୍ରଙ୍କ ନିର୍ମଳ ଭାବମୂର୍ତ୍ତି, କଥା କହିବା ଶୈଳୀ ଲୋକଙ୍କୁ ଆକର୍ଷିତ କରୁଛି। ସମ୍ବିତ କେଉଁଠି ଲୋକଙ୍କ ପାଦ ଛୁଇଁ ଜିତିବାର ଆଶୀର୍ବାଦ ନେଉଛନ୍ତି ତ କାହା ଘରେ ଯାଇ ପଖାଳ ଖାଇ ମନ ଜିଣି ନେଉଛନ୍ତି। ଶୋଭାଯାତ୍ରା, ରୋଡ୍‌ ସୋ ବି ବେଶ ଜମେଇ କରୁଛନ୍ତି । ତା ଛଡ଼ା ବିଜେପି ପୂର୍ବାପେକ୍ଷା ନିଜର ସ୍ଥିତି ଅଧିକ ମଜବୁତ୍‌ କରିପାରିଛି। ମୋଦି ହାୱା ବି ଲୋକଙ୍କୁ କିଛିଟା ବିଜେପି ଆଡକୁ ଢଳାଇଛି। ତେବେ ନିର୍ବାଚନ ମଇଦାନରେ ନୂଆ ହୋଇଥିବାରୁ ଅନେକ ସ୍ଥାନରେ ସମ୍ବିତଙ୍କ ସଂଗଠନ ସୁଦୃଢ ହୋଇ ପାରିନି। ଗାଁ ଗହଳିରେ ଏମିତି ଜାଗା ରହିଛି ଯେଉଁଠି ବିଜେପିର ପ୍ରଚାର ପହଞ୍ଚି ପାରନି ଯାହା ସମ୍ବିତ୍‌ଙ୍କ ସଫଳତାରେ ପ୍ରତିବନ୍ଧକ ହେବ ବୋଲି ବୁଝିବା ଶୁଝିବା ଭୋଟର କହୁଛନ୍ତି।

କଂଗ୍ରେସର ସତ୍ୟ ନାୟକ। ଓଜସ୍ୱିନୀ ଭାଷଣ ଦେବାରେ ମାହିର। ତାଙ୍କର ଏହି କଥା କହିବା ଶୈଳୀ ପାଇଁ କଂଗ୍ରେସ ତାଙ୍କୁ ଟିକଟ ଦେଇଛି। ତେବେ କଂଗ୍ରେସର ପ୍ରଚାର ସେତେଟା ଦମ୍‌ଦାର ହୋଇନି। କେଉଁଠି କେମିତି ସତ୍ୟ ନାୟକଙ୍କୁ ମିଟିଂରେ ଭାଷଣ ଦେବାର ଲୋକ ଦେଖୁଛନ୍ତି। ତେବେ ପ୍ରଚାରରେ କଂଗ୍ରେସ ପଛରେ ଅନେକ ସ୍ଥାନରେ ସତ୍ୟ ନାୟକଙ୍କୁ ଭୋଟର ଚିହ୍ନିବାର ସୁଯୋଗ ପାଉ ନାହାନ୍ତି।

ତେବେ ନିର୍ବାଚନ ଫଳଫଳ ପ୍ରକାଶ ପାଇଲା ପରେ ହିଁ କିଏ ଭୋଟରଙ୍କ ପ୍ରଥମ ପସନ୍ଦ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story