\'ପୁରୀରେ ପଦ୍ମ ଫୁଟିବ\' | Odisha Reporter
ସାଂସଦ ନହୋଇ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଗତ ୫ବର୍ଷ ଧରି ଯାହା କାର୍ଯ୍ୟ କରିଛନ୍ତି ତା’ର ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର । ଗତ ସାଧାରଣ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ସମ୍ବିତ ହେଉଛନ୍ତି ପ୍ରଥମ ରାଜନେତା ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ପୁରୀ ଲୋକସଭାବାସୀଙ୍କ ସେବାରେ ସମ୍ବିତ ପାତ୍ରଙ୍କ ୫ ବର୍ଷ’ ଶୀର୍ଷକ ପ୍ରସ୍ତୁତ ଏହି ରିପୋର୍ଟରେ ସେ ବିଗତ ୫ ବର୍ଷ ଧରି ପୁରୀ ସଂସଦୀୟ କ୍ଷେତ୍ରରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ତା’ର ହିସାବ ଦେଇଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
