Advertisment

୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ସମ୍ବିତ ପାତ୍ର

ସାଂସଦ ନହୋଇ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଗତ ୫ବର୍ଷ ଧରି ଯାହା କାର୍ଯ୍ୟ କରିଛନ୍ତି ତା’ର ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ।

Advertisment

ସାଂସଦ ନହୋଇ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଗତ ୫ବର୍ଷ ଧରି ଯାହା କାର୍ଯ୍ୟ କରିଛନ୍ତି ତା’ର ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର । ଗତ ସାଧାରଣ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ସମ୍ବିତ ହେଉଛନ୍ତି ପ୍ରଥମ ରାଜନେତା ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ପୁରୀ ଲୋକସଭାବାସୀଙ୍କ ସେବାରେ ସମ୍ବିତ ପାତ୍ରଙ୍କ ୫ ବର୍ଷ’ ଶୀର୍ଷକ ପ୍ରସ୍ତୁତ ଏହି ରିପୋର୍ଟରେ ସେ ବିଗତ ୫ ବର୍ଷ ଧରି ପୁରୀ ସଂସଦୀୟ କ୍ଷେତ୍ରରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ତା’ର ହିସାବ ଦେଇଛନ୍ତି ।

Advertisment
Odisha Bjp Puri Sambit Patra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe