Advertisment

ସମ୍ବିତଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି

ବିଜେଡ଼ି ବିଧାୟକଙ୍କ ଏପରି ଧମକରେ ଭୋଟର ଭୟଭୀତ ହୋଇଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ନେତା ଗତିକୃଷ୍ଣ ଶତପଥୀ।

ଅଦ୍ୟତନ ହୋଇଛି
Sambit Routray

Sambit Routray

Advertisment

ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ନାଁରେ ଏତଲା। କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛି ବିଜେପି। CCTNSରେ ଅଭିଯୋଗ କରିବା ସହ ବିଧାୟକଙ୍କୁ ଗିରଫ ପାଇଁ ଦାବି କରିଛି ବିଜେପି।

Advertisment

ଗତ ୮ ତାରିଖରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସମ୍ବିତ ରାଉତରାୟ। କହିଥିଲେ ଘରେ ଘରେ ପଶି ବିଜେପି ବାଲାଙ୍କୁ ବାନ୍ଧିବୁ। ବିଜେଡ଼ି ବିଧାୟକଙ୍କ ଏପରି ଧମକରେ ଭୋଟର ଭୟଭୀତ ହୋଇଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ନେତା ଗତିକୃଷ୍ଣ ଶତପଥୀ। ଥାନାରେ ଏତଲା ଦେବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ବି ହୋଇଛି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ସମ୍ବିତ ରାଉତରାୟ।

Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe