ଆଗେ ଆଗେ ମୁର୍ଦ୍ଦାବାଦ, ପଛେ ପଛେ ଭାଇନା

ଶୁକ୍ରବାର ଗୋପ ବ୍ଲକ ଅନ୍ତର୍ଗତ ବଣିଆ ସାହି ପଞ୍ଚାୟତରେ ଜାଉଁଳି ପୋଖରୀ ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ପାଇଁ ଯାଇଥିଲେ ବିଧାୟକ ସମୀର ରଞ୍ଜନ ଦାଶ । ୧୧ ନମ୍ବର ଜିଳ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପରଠାରୁ ଭାଇନାଙ୍କ ସମୟ ପୁରା ଖରାପ ଚାଲିଛି।

Manoj Swain
  • Published: Saturday, 08 July 2023
  • Updated: 08 July 2023, 11:12 AM IST

Sports

Latest News

ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣକୁ ନେଇ ନିମାପଡ଼ା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ । ଶୁକ୍ରବାର ଗୋପ ବ୍ଲକ ଅନ୍ତର୍ଗତ ବଣିଆ ସାହି ପଞ୍ଚାୟତରେ ଜାଉଁଳି ପୋଖରୀ ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ପାଇଁ ଯାଇଥିଲେ ବିଧାୟକ । ଗୋପ ୧୧ ନମ୍ବର ଜିଳ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପରଠାରୁ ଭାଇନାଙ୍କ ସମୟ ପୁରା ଖରାପ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos