ଅଦ୍ୟତନ ହୋଇଛି
ଆଗେ ଆଗେ ମୁର୍ଦ୍ଦାବାଦ, ପଛେ ପଛେ ଭାଇନା | Odisha Reporter
Advertisment
ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣକୁ ନେଇ ନିମାପଡ଼ା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ । ଶୁକ୍ରବାର ଗୋପ ବ୍ଲକ ଅନ୍ତର୍ଗତ ବଣିଆ ସାହି ପଞ୍ଚାୟତରେ ଜାଉଁଳି ପୋଖରୀ ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ପାଇଁ ଯାଇଥିଲେ ବିଧାୟକ । ଗୋପ ୧୧ ନମ୍ବର ଜିଳ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପରଠାରୁ ଭାଇନାଙ୍କ ସମୟ ପୁରା ଖରାପ ଚାଲିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us