Advertisment

ଟିକେଟ୍ ଦେଇଦେଲେ ରାଜା, କ’ଣ କରିବେ ନବୀନ?

ଜନ ସଂପର୍କ ଯାତ୍ରାରେ ଆସି, ଟିକେଟ୍ ବାଣ୍ଟିଦେଲେ ମନ୍ତ୍ରୀ ରାଜା ସ୍ୱାଇଁ ।

Advertisment

ଜନ ସଂପର୍କ ଯାତ୍ରାରେ ଆସି, ଟିକେଟ୍ ବାଣ୍ଟିଦେଲେ ମନ୍ତ୍ରୀ ରାଜା ସ୍ୱାଇଁ । ନିମାପଡ଼ା ବିଜେଡିରେ ନିଆଁ ଲାଗିଥିବାବେଳେ, ପାଣି ପକାଇ ଧୁଆଁ କରିଦେଲେ ରଣେନ୍ଦ୍ର । ଆଶାନେଇ ଅନେକ ନେତା ଟିକେ୍ଟ ଖଣ୍ଡେ ପାଇଁ ଗୋଡ ଟେକି ବସିଥିବାବେଳେ ଜିଲ୍ଲା ପର୍ଯ୍ୟବେକ୍ଷକ କିନ୍ତୁ ସବୁ ଅନ୍ତ କରିଦେଲେ । ବିବାଦରେ ଛନ୍ଦି ହୋଇଥିବା ବିଧାୟକ ସମୀର ରଞ୍ଜନଙ୍କୁ ପୁଣିଥରେ ଟିକେଟ ମିଳିବ ବୋଲି ନିଜ ପାଟିରେ କହିଦେଲେ ।

Advertisment
Odisha BjD Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe