ଆଜି ଜଣାପଡ଼ିଲା ଭାଇନାଙ୍କୁ ଏତେ ଡରୁଛି ବିଜେଡି! | Samir Ranjan Dash Joins BJP | BJD | Nimapada |OR
ବିଜେପି କ୍ୟାମ୍ପରେ ସମୀର ଦାଶଙ୍କୁ ଦେଖି ଥରହର ବିଜେଡି ! ସମୀରଙ୍କ ଚ୍ୟାଲେଞ୍ଜ ଦେଖି ବିଜେଡି କାମରେ ଲଗାଇଲା 8 ଜଣଙ୍କୁ । ଏମାନଙ୍କ ମଧ୍ୟରେ କିଛି ନିର୍ବାଚନ ସରିଯାଇଥିବା ବିଧାୟକ ଅଛନ୍ତି । ନିର୍ବାଚନ ସରିନଥିବା ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ନେତା ଅମରେଶ ମଧ୍ୟ ଅଛନ୍ତି। ଅମରେଶ ବୁନୁଙ୍କୁ ଟିକେଟ୍ ଦିଆନଯାଉ ବୋଲି ଜୋରଦାର ଦାବି କରୁଥିଲେ । ସେହିପରି ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମିଳିଛି ନିମାପଡ଼ା ଦାୟିତ୍ବ। ଏବେ ନିମାପଡ଼ାରେ ଦିଲ୍ଲୀପଙ୍କୁ ଜିତାଇବା ପାଇଁ କାମ କରିବେ ଏମାନେ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
