Advertisment

ସମୀର ଦାଶଙ୍କୁ ଡରୁଛି କି ବିଜେଡି ?

ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମିଳିଛି ନିମାପଡ଼ା ଦାୟିତ୍ବ।

Advertisment

ବିଜେପି କ୍ୟାମ୍ପରେ ସମୀର ଦାଶଙ୍କୁ ଦେଖି ଥରହର ବିଜେଡି ! ସମୀରଙ୍କ ଚ୍ୟାଲେଞ୍ଜ ଦେଖି ବିଜେଡି କାମରେ ଲଗାଇଲା 8 ଜଣଙ୍କୁ । ଏମାନଙ୍କ ମଧ୍ୟରେ କିଛି ନିର୍ବାଚନ ସରିଯାଇଥିବା ବିଧାୟକ ଅଛନ୍ତି । ନିର୍ବାଚନ ସରିନଥିବା ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ନେତା ଅମରେଶ ମଧ୍ୟ ଅଛନ୍ତି। ଅମରେଶ ବୁନୁଙ୍କୁ ଟିକେଟ୍ ଦିଆନଯାଉ ବୋଲି ଜୋରଦାର ଦାବି କରୁଥିଲେ । ସେହିପରି ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମିଳିଛି ନିମାପଡ଼ା ଦାୟିତ୍ବ। ଏବେ ନିମାପଡ଼ାରେ ଦିଲ୍ଲୀପଙ୍କୁ ଜିତାଇବା ପାଇଁ କାମ କରିବେ ଏମାନେ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe