ଅଦ୍ୟତନ ହୋଇଛି
‘ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଛନ୍ତି’ | Odisha Reporter
Advertisment
ବିଜେଡିକୁ ଝଟକା। ଦଳ ଛାଡିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଟିକେଟ କଟିଥିବାରୁ ସେ ଥିଲେ ଅସନ୍ତୁଷ୍ଟ। ଟିକେଟ କଟିବା ପରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ନିମାପଡ଼ାରେ ବାରମ୍ବାର କରିଥିଲେ ଶକ୍ତି ପ୍ରଦର୍ଶନ। କିନ୍ତୁ ତାହା ଫଳପ୍ରଦ ହୋଇ ନଥିଲା। ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ଲଢ଼ି ଜିତିଥିଲେ ସମୀର। ବିଜେଡି ଏଥର ଦିଲ୍ଲୀପ ନାୟକଙ୍କୁ ନିମାପଡ଼ାରୁ ପ୍ରାର୍ଥୀ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us