ତୁଟିଲା କି ଉମା-ସଞ୍ଜୟ କଳି ?

ଗତ ନିର୍ବାଚନବେଳେ ଆସନ ଅଦଳବଦଳ ନେଇ ଉମା-ସଞ୍ଜୟ ବିବାଦରେ ପଡ଼ିଲା କି ଯବନିକା ?

Manoj Swain
  • Published: Thursday, 12 September 2024
  • Updated: 12 September 2024, 08:21 PM IST

Sports

Latest News

ଗତ ନିର୍ବାଚନବେଳେ ଆସନ ଅଦଳବଦଳ ନେଇ ଉମା-ସଞ୍ଜୟ ବିବାଦରେ ପଡ଼ିଲା କି ଯବନିକା ? ନବୀନ ନିବାସରେ ହେଲା ସମାଧାନ। ନିଜ ନିଜ ନିର୍ବାଚନମଣ୍ଡଳୀକୁ ଫେରିଲେ ଦୁଇ ନେତା। ଏବେଠୁ ବ୍ରହ୍ମଗିରି କଥା ବୁଝିବେ ସଞ୍ଜୟ ଓ ସତ୍ୟବାଦୀ ଦାୟିତ୍ୱ ନେବେ ଉମା । ଦେଖନ୍ତୁ ପୂରା ରପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos