ଉମା-ସଞ୍ଜୟ କଳି, ବୁଦ୍ଧି ଶିଖିଲା BJD || Naveen Nivas || BJD Leader ||Odisha Reporter
Advertisment
ଗତ ନିର୍ବାଚନବେଳେ ଆସନ ଅଦଳବଦଳ ନେଇ ଉମା-ସଞ୍ଜୟ ବିବାଦରେ ପଡ଼ିଲା କି ଯବନିକା ? ନବୀନ ନିବାସରେ ହେଲା ସମାଧାନ। ନିଜ ନିଜ ନିର୍ବାଚନମଣ୍ଡଳୀକୁ ଫେରିଲେ ଦୁଇ ନେତା। ଏବେଠୁ ବ୍ରହ୍ମଗିରି କଥା ବୁଝିବେ ସଞ୍ଜୟ ଓ ସତ୍ୟବାଦୀ ଦାୟିତ୍ୱ ନେବେ ଉମା । ଦେଖନ୍ତୁ ପୂରା ରପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us