Advertisment

ଶଙ୍ଖ ମୋ ଗର୍ବରୁ କ୍ରୀତଦାସ

ହଠାତ ଆସିଲା କ୍ରୀତଦାସ ବୟାନ। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଢୁଛି। କିଛି ଦିନ ପୂର୍ବେ ସୋଶାଲ ମିଡ଼ିଆରେ ଟ୍ରେଣ୍ଡ କରୁଥିଲା ଶଙ୍ଖ ମୋର ଗର୍ବ। ବିଜେଡ଼ି ସାଙ୍ଗଠନିକ ସମ୍ପାଦକଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଏହି ପ୍ରଚାର । କ୍ରମଶଃ ବ୍ୟାପିବାରେ ଲାଗିଥିଲା ସଙ୍ଗଠନର ବଡ଼ ନେତା କହିଛନ୍ତି ମାନେ ଏହା ଏକ ନିର୍ଦ୍ଦେଶନାମା ଭାବି ଅନ୍ୟମାନେ ଡେଇଁପଡ଼ିଲେ।

BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe