Advertisment

ହାରିବା ପରେ ନବୀନଙ୍କୁ ଦେବେ ପଲଟିକାଲ ଜ୍ଞାନ !

କଟକରୁ ହାରିବା ପରେ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ବଡ଼ ପୁରସ୍କାର। ବିରୋଧୀ ଦଳ ନେତା ନବୀନଙ୍କ ହେଲେ ରାଜନୈତିକ ସଚିବ।

author-image
Ordigital Desk
ଅଦ୍ୟତନ ହୋଇଛି

କଟକରୁ ହାରିବା ପରେ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ବଡ଼ ପୁରସ୍କାର। ବିରୋଧୀ ଦଳ ନେତା ନବୀନଙ୍କ ହେଲେ ରାଜନୈତିକ ସଚିବ। ଜାତୀୟସ୍ତରର ପ୍ରବକ୍ତା ଭାବେ ମଧ୍ୟ ବିଜେଡି ଦେଲା ନିଯୁକ୍ତି। ବିଭିନ୍ନ ଶିଳ୍ପ ସଂସ୍ଥାରେ ମାନବ ସମ୍ବଳ ବିକାଶ ବିଭାଗରେ କାମ କରିବାର ଅଭିଜ୍ଞତା। ହଠାତ ବିଜେଡିରେ ଯୋଗଦେଇଥିଲେ ଆଉ ହୋଇଯାଇଥିଲେ କଟକର ସାଂସଦ ପ୍ରାର୍ଥୀ। ଅଭିଜ୍ଞ ଭତୃହରିଙ୍କଠାରୁ 57 ହଜାରରୁ ଅଧିକ ଭୋଟରେ ହେଲେ ପରାସ୍ତ....

Advertisment
BjD Santrupt Misra Odisha