Advertisment

୪ ଜଣଙ୍କ କଳି ପରେ ପାଣ୍ଡିଆନ ବାଛିଲେ ସଂତୃପ୍ତଙ୍କୁ !

ବିଜେଡିରେ ଭିତିରିଆ କଳି ଏବେ ଚରମ ସୀମାରେ। ବବି ବଦନାମ ଏବଂ ସାଙ୍ଗଠନିକ ସଂପାଦକ ପଦ ରଦ୍ଦ ହେବା ପରେ ଏବେ ତାଙ୍କ ପୋଷ୍ଟ କିଏ ହାତେଇବ ତାକୁ ନେଇ ଟଣା ଓଟରା ଲାଗି ରହିଥିଲା।

author-image
Manoj Swain

ବିଜେଡିରେ ଭିତିରିଆ କଳି ଏବେ ଚରମ ସୀମାରେ। ବବି ବଦନାମ ଏବଂ ସାଙ୍ଗଠନିକ ସଂପାଦକ ପଦ ରଦ୍ଦ ହେବା ପରେ ଏବେ ତାଙ୍କ ପୋଷ୍ଟ କିଏ ହାତେଇବ ତାକୁ ନେଇ ଟଣା ଓଟରା ଲାଗି ରହିଥିଲା। ଏପରିକି ବିଜେଡିର ବରିଷ୍ଠ ଏବଂ ହାରୁ ନେତାଙ୍କ ଏକ ବିରାଟ ମେଳି ମଧ୍ୟ ଦାନା ବାନ୍ଧିବାରେ ଲାଗିଛି। ମହାକାଳପଡ଼ାରୁ ହାରିଥିବା ଅତନୁ ସବ୍ୟସାଚୀ ନାୟକ, ସତ୍ୟବାଦୀରୁ ପରାସ୍ତ ହୋଇଥିବା ସଂଞ୍ଜୟ ଦାସବର୍ମା, ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ହୋଇଥିବା ଜଣାପଡିଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha