Advertisment

ହାରିଲେ ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ

ରାଉରକେଳା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଦିଲ୍ଲୀପ ରାୟ। ସେ ଏଥର ୬୦,୭୭୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡିର ସାରଦା ପ୍ରସାଦ ନାୟକ ୬୪୩୫୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି

author-image
Manoranjan Sial
undefined

Dillip Ray

ହାରିଲି ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ। ବିଜେଡିର ସାରଦା ନାୟକ ତାଙ୍କୁ ପରାସ୍ତ କରିଛନ୍ତି। ୫୬୨୧ ଖଣ୍ଡ ଭୋଟ୍‌ରେ ଦିଲ୍ଲୀପଙ୍କୁ ପରାସ୍ତ କରିଛନ୍ତି ସାରଦା ନାୟକ। ବିଜୟ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିବା ବେଳେ ବିଜେପି କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି।

Advertisment

ରାଉରକେଳା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଦିଲ୍ଲୀପ ରାୟ। ସେ ଏଥର ୬୦,୭୭୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡିର ସାରଦା ପ୍ରସାଦ ନାୟକ ୬୪୩୫୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। କଂଗ୍ରେସରୁ ବିଜେରେନ୍ଦ୍ର ନାଥ ପଟ୍ଟନାୟକ ୮୬୯୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ନୋଟାରେ ୮୨୨ ଖଣ୍ଡ ଭୋଟ୍‌ ପଡ଼ିଛି।

ଗତ ନିର୍ବାଚନରେ ସାରଦା ପ୍ରସନ୍ନ ନାୟକ ବିଜୟୀ ହୋଇଥିଲେ।ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହିଛନ୍ତି।

Advertisment
Election Results Election Results 2024 BjD Bjp