ବିକାଶ ହେଉନି କେବଳ ଚାଲିଛି ପ୍ରହସନ, ବିକାଶ ନହେଲେ ୨୪ ନିର୍ବାଚନରେ ହେବ ଭୋଟ ବର୍ଜନ। କିଛି ଏଭଳି କହିଛନ୍ତି ଗଜପତି ଜିଲ୍ଲାର ଜଣେ ମହିଳା ସରପଞ୍ଚ ରେଜିନ ପ୍ରଧାନ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।