ମେଣ୍ଟକୁ ନେଇ ବିଜେଡିକୁ ଟାର୍ଗେଟ କଲେ ଶରତ ପଟ୍ଟନାୟକ

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ବର୍ଷିଲେ ପିସିସି ସଭାପତି ଶରତ ପଟ୍ଟନାୟକ।

Manoj Swain
  • Published: Wednesday, 13 March 2024
  • Updated: 13 March 2024, 04:43 PM IST

Sports

Latest News

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ବର୍ଷିଲେ ପିସିସି ସଭାପତି ଶରତ ପଟ୍ଟନାୟକ। କହିଲେ, ବିଭିନ୍ନ ସ୍କାମରେ ବୁଡି ରହିଛନ୍ତି ରାଜ୍ୟ ସରକାର। ଏହି ସରକାରଙ୍କୁ ଇଡି, ସିବିଆଇ ଡର ରହିଛି । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos