ସରକାରଙ୍କ ସହ ନାହାନ୍ତି କି ସରପଞ୍ଚ? | Odisha Reporter
'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ସରପଞ୍ଚଙ୍କ ବିରୋଧ। ସଭାସ୍ଥଳକୁ ବୟକଟ୍ କଲେ ଏବଂ ସରକାରଙ୍କ ଉପରେ ବର୍ଷିଲେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମରେ। ସରପଞ୍ଚମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ସୁଦ୍ଧା କେହି ଜଣେ ବି ସଭାକୁ ଆସିନଥିଲେ। ଜନ ପ୍ରତିନିଧି ମାନଙ୍କୁ ଗୁରୁତ୍ବ ମିଳୁନଥିବାରୁ ବିକାଶ କାମ ଠିକଣା ବାଟରେ ହେଉନଥିବା ଅଭିଯୋଗ କରିଛନ୍ତି ସରପଞ୍ଚମାନେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
